diff --git a/po/or.po b/po/or.po index 44f131de7..847c59cc5 100644 --- a/po/or.po +++ b/po/or.po @@ -11,7 +11,7 @@ msgstr "" "Project-Id-Version: metacity.master.or\n" "Report-Msgid-Bugs-To: http://bugzilla.gnome.org/enter_bug.cgi?product=metacity&component=general\n" "POT-Creation-Date: 2009-08-24 17:51+0000\n" -"PO-Revision-Date: 2009-09-16 19:10+0530\n" +"PO-Revision-Date: 2009-09-17 18:14+0530\n" "Last-Translator: Manoj Kumar Giri \n" "Language-Team: Oriya \n" "MIME-Version: 1.0\n" @@ -21,6 +21,8 @@ msgstr "" "Plural-Forms: nplurals=2; plural=(n!=1);\n\n" "\n" "\n" +"\n" +"\n" #: ../src/50-metacity-desktop-key.xml.in.h:1 #| msgid "top" @@ -1153,6 +1155,22 @@ msgid "" "and that they need to change this option back to true or live with the \"bug" "\" they requested." msgstr "" +"ଏହି ବିକଳ୍ପକୁ false ସେଟ କରିବା ଫଳରେ ଏହା ତ୍ରୁଟିଯୁକ୍ତ ଆଚରଣ କରିଥାଏ, ତେଣୁ ଚାଳକମାନେ " +"ଏହାକୁ ପୂର୍ବନିର୍ଦ୍ଧାରିତ ମୂଲ୍ୟ true ରୁ ପରିବର୍ତ୍ତନ କରିବା ପାଇଁ ବିରୋଧ କରିଥାନ୍ତି। ଅନେକ କାର୍ଯ୍ୟ" +"(ଯେପରିକି, କ୍ଲାଏଣ୍ଟ କ୍ଷେତ୍ରରେ କ୍ଲିକ କରିବା, ୱିଣ୍ଡୋକୁ ଗତିକରାଇବା ଅଥବା ଆକାର ବଦଳାଇବା) ସାଧାରଣତଃ " +"ପାର୍ଶ୍ୱ ପ୍ରଭାବକୁ ବୃଦ୍ଧି କରିଥାଏ। ଏହି ବିକଳ୍ପକୁ false ସେଟ କରିବା ଫଳରେ, ଯାହାକୁକି ଅତିରିକ୍ତ ବିରୋଧ " +"କରାଯାଇଥାଏ, ତାହା ଅନ୍ୟ ଚାଳକ କାର୍ଯ୍ୟ ଅପେକ୍ଷା ବୃଦ୍ଧି ହୋଇଥାଏ, ଏବଂ ପ୍ରୟୋଗ ଅନୁରୋଧ ଦ୍ୱାରା ସୃଷ୍ଟି " +"ବୃଦ୍ଧିକୁ ଅଗ୍ରାହ୍ୟ କରିଥାଏ। http://bugzilla.gnome.org/show_bug.cgi?id=445447#c6 କୁ ଦେଖନ୍ତୁ। " +"ଯଦିଚ ଯେତେବେଳେ ଏହି ବିକଳ୍ପଟି false ହୋଇଥାଏ, ୱିଣ୍ଡୋଗୁଡ଼ିକ ମଧ୍ଯ alt-left-click ଦ୍ୱାରା " +"ଯେକୌଣସି ଉପାୟରେ ବୃଦ୍ଧି କରିଥାଏ, ୱିଣ୍ଡୋ ସଜ୍ଜିକରଣରେ ଗୋଟିଏ ସାଧାରଣ କ୍ଲିକ, ଅଥବା ପେଜରରୁ" +"ଗୋଟିଏ ବିଶେଷ ସନ୍ଦେଶ ଦ୍ୱାରା, ଯେପରିକି କାର୍ଯ୍ୟତାଲିକା ଆପଲେଟରୁ ସକ୍ରିୟଣ ଅନୁରୋଧ। ଏହି ବିକଳ୍ପକୁ " +"click-to-focus ଧାରାରେ ବର୍ତ୍ତମାନ ନିଷ୍କ୍ରିୟ କରାହୋଇଛି। ମନେରଖନ୍ତୁ ଯେ ୱିଣ୍ଡୋଗୁଡ଼ିକୁ ବୃଦ୍ଧିକରିବା ପାଇଁ " +"ପଥଗୁଡ଼ିକର ତାଲିକା ଯେତେବେଳେ raise_on_click false ହୋଇଥାଏ ସେତେବେଳେ ଏହା ପ୍ରଗ୍ରାମ " +"ହୋଇଥିବା ଅନୁରୋଧକୁ ଅନ୍ତର୍ଭୁକ୍ତ କରିନଥାଏ; ସେହିପରି ଅନୁରୋଧଗୁଡ଼ିକୁ କାରଣ ଯାହା ହୋଇଥିଲେ ମଧ୍ଯ " +"ଅଗ୍ରାହ୍ୟ କରାଯାଇଥାଏ। ଯଦି ଆପଣ ଜଣେ ପ୍ରୟୋଗ ବିକାଶକାରୀ ଏବଂ ଜଣେ ଚାଳକ ଅଭିଯୋଗ କରିଛି ଯେ " +"ଏହି ସଂରଚନାକୁ ନିଷ୍କ୍ରିୟ କରିବା ଫଳରେ ସେହି ପ୍ରୟୋଗଟି କାର୍ଯ୍ୟ କରିନଥାଏ, ତେବେ ସେମାନଙ୍କୁ କୁହନ୍ତୁ ଯେ " +"ୱିଣ୍ଡୋ ପରିଚାଳକକୁ ଭାଙ୍ଗିବା ସେମାନଙ୍କର ତ୍ରୁଟି ଏବଂ ସେମାନଙ୍କୁ ଏହି ବିକଳ୍ପକୁ ପୁଣି ପଛକୁ କରି true ଭାବରେ " +"ପରିବର୍ତ୍ତନ କରିବା ଉଚିତ ଅଥବା ଅନୁରୋଧ କରିଥିବା ସେହି \"bug\" ସହିତ ରୁହନ୍ତୁ।" #: ../src/metacity.schemas.in.in.h:31 msgid "" @@ -1266,7 +1284,6 @@ msgid "The window screenshot command" msgstr "ୱିଣ୍ଡୋ ପରଦା ପ୍ରତିଛବି ନିର୍ଦ୍ଦେଶ" #: ../src/metacity.schemas.in.in.h:44 -#, fuzzy #| msgid "" #| "This option determines the effects of double-clicking on the title bar. " #| "Current valid options are 'toggle_shade', which will shade/unshade the " @@ -1283,12 +1300,16 @@ msgid "" "will display the window menu, 'lower' which will put the window behind all " "the others, and 'none' which will not do anything." msgstr "" -"ଏହି ଚୟନ ଶୀର୍ଷକପଟି ଉପରେ ଦୁଇଥର ଦବାଇବାର ପ୍ରଭାବ ନିର୍ଦ୍ଧିଷ୍ଟ କରେ. ସାମ୍ପ୍ରତିକ ବୈଧ ମୂଲ୍ଯଗୁଡ଼ିକ ହେଲା " -"'toggle_shade' ଯେଉଁଟାକି ୱିଣ୍ଡୋକୁ ଘୋଢାଇବ ବା ପ୍ରକାଶିତ କରିବ, 'toggle_maximize' ଯେଉଁଟାକି " -"ୱିଣ୍ଡୋକୁ ବୃହତ୍ତମନ କରିବ ବା ବୃହତ୍ତମରୁ ଛୋଟ କରିବ, ଓ 'none' ଯେଉଁଟାକି କିଛି କରିବ ନାହିଁ." +"ଏହି ଚୟନ ଶୀର୍ଷକପଟି ଉପରେ ଦୁଇଥର ଦବାଇବାର ପ୍ରଭାବ ନିର୍ଦ୍ଧାରଣ କରିଥାଏ। ସାମ୍ପ୍ରତିକ ବୈଧ " +"ବିକଳ୍ପଗୁଡ଼ିକ ହେଲା 'toggle_shade', ଯାହାକି ୱିଣ୍ଡୋକୁ ଘୋଢାଇବ ବା ପ୍ରକାଶିତ କରିବ, " +"'toggle_maximize' ଯାହାକି ୱିଣ୍ଡୋକୁ ବୃହତ୍ତମନ କରିବ ବା ବୃହତ୍ତମରୁ ଛୋଟ କରିବ, " +"'toggle_maximize_horizontally' ଏବଂ 'toggle_maximize_vertically' " +"ଯାହାକି କେବଳ ସେହି ଦିଗରେ ୱିଣ୍ଡୋକୁ ବୃହତ୍ତମନ କରିବ ବା ବୃହତ୍ତମରୁ ଛୋଟ କରିବ, " +"'minimize' ଯାହାକି ୱିଣ୍ଡୋକୁ କ୍ଷୁଦ୍ରତମ କରିବ, 'shade' ଯାହାକି ୱିଣ୍ଡୋକୁ ଉପରକୁ ଗଡ଼ାଇବ, " +"'menu' ଯାହାକି ୱିଣ୍ଡୋ ତାଲିକାକୁ ଦର୍ଶାଇଥାଏ, 'lower' ଯାହାକି ୱିଣ୍ଡୋକୁ ଅନ୍ୟ ସମସ୍ତଙ୍କ ପଛରେ " +"ରଖିଥାଏ, ଏବଂ 'none' ଯାହାକି କିଛି କରିନଥାଏ।" #: ../src/metacity.schemas.in.in.h:45 -#, fuzzy #| msgid "" #| "This option determines the effects of double-clicking on the title bar. " #| "Current valid options are 'toggle_shade', which will shade/unshade the " @@ -1305,12 +1326,16 @@ msgid "" "will display the window menu, 'lower' which will put the window behind all " "the others, and 'none' which will not do anything." msgstr "" -"ଏହି ଚୟନ ଶୀର୍ଷକପଟି ଉପରେ ଦୁଇଥର ଦବାଇବାର ପ୍ରଭାବ ନିର୍ଦ୍ଧିଷ୍ଟ କରେ. ସାମ୍ପ୍ରତିକ ବୈଧ ମୂଲ୍ଯଗୁଡ଼ିକ ହେଲା " -"'toggle_shade' ଯେଉଁଟାକି ୱିଣ୍ଡୋକୁ ଘୋଢାଇବ ବା ପ୍ରକାଶିତ କରିବ, 'toggle_maximize' ଯେଉଁଟାକି " -"ୱିଣ୍ଡୋକୁ ବୃହତ୍ତମନ କରିବ ବା ବୃହତ୍ତମରୁ ଛୋଟ କରିବ, ଓ 'none' ଯେଉଁଟାକି କିଛି କରିବ ନାହିଁ." +"ଏହି ବିକଳ୍ପ ଶୀର୍ଷକପଟି ଉପରେ ମଝି କ୍ଲିକ କରିବା ଦ୍ୱାରା ହେଉଥିବା ପ୍ରଭାବ ନିର୍ଦ୍ଧାରଣ କରିଥାଏ। " +"ସାମ୍ପ୍ରତିକ ବୈଧ ବିକଳ୍ପଗୁଡ଼ିକ ହେଲା 'toggle_shade', ଯାହାକି ୱିଣ୍ଡୋକୁ ଘୋଢାଇବ ବା ପ୍ରକାଶିତ କରିବ, " +"'toggle_maximize' ଯାହାକି ୱିଣ୍ଡୋକୁ ବୃହତ୍ତମନ କରିବ ବା ବୃହତ୍ତମରୁ ଛୋଟ କରିବ, " +"'toggle_maximize_horizontally' ଏବଂ 'toggle_maximize_vertically' " +"ଯାହାକି କେବଳ ସେହି ଦିଗରେ ୱିଣ୍ଡୋକୁ ବୃହତ୍ତମନ କରିବ ବା ବୃହତ୍ତମରୁ ଛୋଟ କରିବ, " +"'minimize' ଯାହାକି ୱିଣ୍ଡୋକୁ କ୍ଷୁଦ୍ରତମ କରିବ, 'shade' ଯାହାକି ୱିଣ୍ଡୋକୁ ଉପରକୁ ଗଡ଼ାଇବ, " +"'menu' ଯାହାକି ୱିଣ୍ଡୋ ତାଲିକାକୁ ଦର୍ଶାଇଥାଏ, 'lower' ଯାହାକି ୱିଣ୍ଡୋକୁ ଅନ୍ୟ ସମସ୍ତଙ୍କ ପଛରେ " +"ରଖିଥାଏ, ଏବଂ 'none' ଯାହାକି କିଛି କରିନଥାଏ।" #: ../src/metacity.schemas.in.in.h:46 -#, fuzzy #| msgid "" #| "This option determines the effects of double-clicking on the title bar. " #| "Current valid options are 'toggle_shade', which will shade/unshade the " @@ -1327,9 +1352,14 @@ msgid "" "will display the window menu, 'lower' which will put the window behind all " "the others, and 'none' which will not do anything." msgstr "" -"ଏହି ଚୟନ ଶୀର୍ଷକପଟି ଉପରେ ଦୁଇଥର ଦବାଇବାର ପ୍ରଭାବ ନିର୍ଦ୍ଧିଷ୍ଟ କରେ. ସାମ୍ପ୍ରତିକ ବୈଧ ମୂଲ୍ଯଗୁଡ଼ିକ ହେଲା " -"'toggle_shade' ଯେଉଁଟାକି ୱିଣ୍ଡୋକୁ ଘୋଢାଇବ ବା ପ୍ରକାଶିତ କରିବ, 'toggle_maximize' ଯେଉଁଟାକି " -"ୱିଣ୍ଡୋକୁ ବୃହତ୍ତମନ କରିବ ବା ବୃହତ୍ତମରୁ ଛୋଟ କରିବ, ଓ 'none' ଯେଉଁଟାକି କିଛି କରିବ ନାହିଁ." +"ଏହି ବିକଳ୍ପ ଶୀର୍ଷକପଟି ଉପରେ ଡାହାଣ କ୍ଲିକ କରିବା ଦ୍ୱାରା ହେଉଥିବା ପ୍ରଭାବ ନିର୍ଦ୍ଧାରଣ କରିଥାଏ। " +"ସାମ୍ପ୍ରତିକ ବୈଧ ବିକଳ୍ପଗୁଡ଼ିକ ହେଲା 'toggle_shade', ଯାହାକି ୱିଣ୍ଡୋକୁ ଘୋଢାଇବ ବା ପ୍ରକାଶିତ କରିବ, " +"'toggle_maximize' ଯାହାକି ୱିଣ୍ଡୋକୁ ବୃହତ୍ତମନ କରିବ ବା ବୃହତ୍ତମରୁ ଛୋଟ କରିବ, " +"'toggle_maximize_horizontally' ଏବଂ 'toggle_maximize_vertically' " +"ଯାହାକି କେବଳ ସେହି ଦିଗରେ ୱିଣ୍ଡୋକୁ ବୃହତ୍ତମନ କରିବ ବା ବୃହତ୍ତମରୁ ଛୋଟ କରିବ, " +"'minimize' ଯାହାକି ୱିଣ୍ଡୋକୁ କ୍ଷୁଦ୍ରତମ କରିବ, 'shade' ଯାହାକି ୱିଣ୍ଡୋକୁ ଉପରକୁ ଗଡ଼ାଇବ, " +"'menu' ଯାହାକି ୱିଣ୍ଡୋ ତାଲିକାକୁ ଦର୍ଶାଇଥାଏ, 'lower' ଯାହାକି ୱିଣ୍ଡୋକୁ ଅନ୍ୟ ସମସ୍ତଙ୍କ ପଛରେ " +"ରଖିଥାଏ, ଏବଂ 'none' ଯାହାକି କିଛି କରିନଥାଏ।" #: ../src/metacity.schemas.in.in.h:47 msgid "" @@ -1338,9 +1368,11 @@ msgid "" "mode, and \"strict\" results in windows started from a terminal not being " "given focus." msgstr "" +"ଏହି ବିକଳ୍ପଟି ନୂତନ ଭାବରେ ନିର୍ମିତ ୱିଣ୍ଡୋଗୁଡ଼ିକରେ କେନ୍ଦ୍ରିଭୁତ କରିବା ପାଇଁ ଅତିରିକ୍ତ ନିୟନ୍ତ୍ରଣ " +"ପ୍ରଦାନ କରିଥାଏ। ଏହାର ଦୁଇଟି ସମ୍ଭାବ୍ୟ ମୂଲ୍ୟ ଅଛି; \"smart\" ଚାଳକର ସାଧାରଣ ଲକ୍ଷ୍ୟ ଅବସ୍ଥାକୁ " +"ପ୍ରୟୋଗ କରିଥାଏ, ଏବଂ \"strict\" ଦ୍ୱାରା ଫଳସ୍ୱରୂପ ୱିଣ୍ଡୋଗୁଡ଼ିକୁ ଟର୍ମିନାଲରେ ଲକ୍ଷ୍ୟ କରାଯାଏନାହିଁ।" #: ../src/metacity.schemas.in.in.h:48 -#, fuzzy #| msgid "" #| "Turns on a visual indication when an application or the system issues a " #| "'bell' or 'beep'; useful for the hard-of-hearing and for use in noisy " @@ -1351,7 +1383,7 @@ msgid "" "environments." msgstr "" "ଗୋଟିଏ ପ୍ରୟୋଗ ବା ତନ୍ତ୍ର 'ଘଣ୍ଟି' ବା 'ବିପ' କଲେ, ଏକ ଚାକ୍ଷୁଷ ସୂଚକ ବ୍ଯବହାର କରେ; ଏହା କାଲ ଲୋକଙ୍କ " -"ପାଇଁ ବା କୋଲାହଳପୂର୍ଣ୍ଣ ପରିବେଶରେ ବା 'ଶ୍ରାବ୍ଯ ଘଣ୍ଟି' ଚାଲୁ ନ ଥିଲେ ଉପକାରୀ" +"ପାଇଁ ବା କୋଲାହଳପୂର୍ଣ୍ଣ ପରିବେଶରେ ବା 'ଶ୍ରାବ୍ଯ ଘଣ୍ଟି' ଚାଲୁ ନ ଥିଲେ ଉପକାରୀ ହୋଇଥାଏ।" #: ../src/metacity.schemas.in.in.h:49 msgid "Use standard system font in window titles"